ଟ୍ରେନ୍ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ଖମାରୀପଡା ଗ୍ରାମ ନିକଟରେ ଗୁରୁବାର ଅପରାହ୍ନରେ ଟ୍ରେନ୍ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଲକ୍ଷ୍ମଣ ଦାସ। ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଖଣ୍ଡପଡ଼ା ଗ୍ରାମର ଧର୍ମେନ୍ଦ୍ର ଦାଶଙ୍କ ପୁଅ ଲକ୍ଷ୍ମଣ ଦାସ ସମ୍ଭବତଃ ଅନ୍ୟମନସ୍କ

ତାମିଲନାଡ଼ୁ ଅର୍ଥମନ୍ତ୍ରୀଙ୍କ ଲାଞ୍ଚ ମନ୍ତବ୍ୟକୁ ନେଇ ଘେରିଲେ ବିରୋଧୀ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ସରକାର ଏବେ ନିଜ ଅର୍ଥମନ୍ତ୍ରୀଙ୍କ ଲାଞ୍ଚ ସମ୍ପର୍କିତ ମନ୍ତବ୍ୟକୁ ନେଇ ଅଡ଼ୁଆରେ ପଡ଼ିଛି। ରାଜ୍ୟ ଅର୍ଥମନ୍ତ୍ରୀ ଏନ୍‌. ମାରି ୱିଲସନ ବିଧାନସଭାରେ ପୂର୍ବ ଡିଏମ୍‌କେ ସରକାର ସମୟରେ ନିଜ ଶିକ୍ଷାନୁଷ୍ଠାନ ପାଇଁ ଅନୁମତି

ନେପାଳରେ ସୁରକ୍ଷିତ ଅଛନ୍ତି ୬ ଓଡ଼ିଆ ଫୁଟବଲ ଖେଳାଳି, ଫେରାଇ ଆଣିବାକୁ ସରକାରଙ୍କ ପ୍ରୟାସ

ଭୁବନେଶ୍ବର ୨୭।୮: ନେପାଳ-ତିବ୍ଦତ ସୀମାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଏବେ ସୁଦ୍ଧା ୨୭୦ ଜଣଙ୍କର ମୃତ୍ୟୁ ହୋଇଛି । ୩୦୦ ଭାରତୀୟଙ୍କ ସମେତ ହଜାରେରୁ ଅଧିକ ଏବେ ବି ନିଖୋଜ ଅଛନ୍ତି । ୮୫ରୁ ଅଧିକ ସୁରକ୍ଷାକର୍ମୀ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଆଜି

ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର : ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ବୁଧବାର ହାଇକୋର୍ଟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ବାରମ୍ବାର ସୁଯୋଗ ସତ୍ତେ୍ୱ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନ ହେବାରୁ ନୋଟିସ୍ ଜାରି କରାଯାଇଛି। ମାମଲାରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ କରିବାର ମଧ୍ୟ

ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଦାୟିତ୍ୱ ନେଲେ ଡିଆଇଜି ଚରଣ ସିଂହ ମୀନା

ଭୁବନେଶ୍ବର  : ୨୦୦୯ ବ୍ୟାଚର ଆଇପିଏସ ଅଧିକାରୀ ଚରଣ ସିଂହ ମୀନା ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ରୂପେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୁର୍ବାହ୍ନରେ ପ୍ରଥମେ ଶ୍ରୀ ମୀନା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶିବାଦ ନେବା

ଭୁବନେଶ୍ୱର ଡିସିପି ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ବର : ଓଡ଼ିଶା ସରକାର ଗୁରୁବାର ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଏହି ତାଙ୍କ ସମ୍ପର୍କିତ ଏନଓସି (ନୋ ଅବ୍‌ଜେକ୍‌ସନ ସାର୍ଟିଫିକେଟ) କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି । କେନ୍ଦ୍ର ଗୃହ ବିଭାଗ ତାଙ୍କ ଇସ୍ତଫାକୁ ମଂଜୁରି ଦେଲେ ଶ୍ରୀ ମୀନା

ମୋହନ ଭାଗବତଙ୍କ ନ୍ୟୁୟର୍କ କାର୍ଯ୍ୟକ୍ରମ ଆୟୋଜକଙ୍କ ଏକ୍ସ ଆକାଉଣ୍ଟ୍ ସସପେଣ୍ଡ

ନ୍ୟୁୟର୍କ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଶନିବାର ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବେ । କିନ୍ତୁ ଏହାର ଦିନକ ପୂର୍ବରୁ ଆମେରିକୀୟ ହିନ୍ଦୁମାନଙ୍କ ପାଇଁ ଏନଗେଜମେଣ୍ଟ ଆଣ୍ଡ ଡାଏଲଗ୍ (AHEAD ଫୋରମ୍)ର ଏକ୍ସ ଆକାଉଣ୍ଟକୁ ସସପେଣ୍ଡ ହୋଇଛି । ଏହା ସେହି

ଓସିଏ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା, ଗ୍ରହଣୀୟତା ଉପରେ ଜାରି ରହିଲା ଶୁଣାଣି

କଟକ ୨୭।୮: ଓଡ଼ିଶା କ୍ରିକେଟ୍ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ମାମଲା ଉପରେ ଆଜି ବି ପୂର୍ଣ୍ଣାଙ୍ଗ ଶୁଣାଣି ହୋଇପାରିଲା ନାହିଁ । ବରଂ ଦାୟର ମାମଲାର ଗ୍ରହଣୀୟତାକୁ ନେଇ ଶୁଣାଣି ଜାରି ରହିଛି । ଆବେଦନକାରୀ ତଥା ଭେଟେରାନ ରଣଜୀ ପ୍ଲେୟାର ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟରେ

ଏସୀୟ କ୍ରୀଡ଼ାରେ ଟ୍ବେଣ୍ଟି୨୦ କ୍ରିକେଟ୍‌ ;ସିଧା କ୍ବାର୍ଟର ଖେଳିବେ ଭାରତୀୟ ପୁରୁଷ, ମହିଳା ଦଳ

ନୂଆଦିଲ୍ଲୀ : ଜାପାନର ଆଇଚି-ନୋଗୋୟାରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଏସୀୟ କ୍ରୀଡ଼ା ଖେଳାଯିବ। ଏଥିରେ ଟ୍ବେଣ୍ଟି୨୦ କ୍ରିକେଟ ସ୍ଥାନ ପାଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ଟ୍ବେଣ୍ଟି୨୦ କ୍ରିକେଟ ଖେଳାଯିବ। ପ୍ରତିଯୋଗିତା ଆରମ୍ଭର ଦୁଇ ଦିନ ପୂର୍ବରୁ ମହିଳା କ୍ରିକେଟ ଖେଳାଯିବ।

ବାପାମାଆଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ ; ଜ୍ୱାଇଁ, ବୋହୂଙ୍କର ନୁହେଁ -ହାଇକୋର୍ଟ

ନୂଆଦିଲ୍ଲୀ : ପିତାମାତାଙ୍କ ସେବା କରିବା ପୁଅ ଏବଂ ଝିଅଙ୍କ ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁଙ୍କର ନୁହେଁ। କୌଣସି ପୁରୁଷ ତାଙ୍କ ସ୍ତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ କିମ୍ବା ଜଣେ ଝିଅ ତାଙ୍କ ସ୍ୱାମୀଙ୍କୁ ସେମାନଙ୍କ ପିତାମାତାଙ୍କ ସେବା କରିବାକୁ ବାଧ୍ୟ କରିପାରିବେ ନାହିଁ। ପୁରୁଷ ଏବଂ